ପ୍ରମୋଦ କୁମାର ରାଉତ
ଅତିରିକ୍ତ ସାଧାରଣ ପରିଚାଳକ – ସଂଯୋଜକ
ବୃତ୍ତିଗତ ପ୍ରୋଫାଇଲ୍ :
୩୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଏକ ସ୍ମାର୍ଟ୍ ଏବଂ ଉଚ୍ଚାଭିଳାଷୀ ବୃତ୍ତିଗତ ପରିଚାଳକ I ସେ ବ୍ୟବସାୟ ବିକାଶ, ବ୍ୟବସାୟ ସମ୍ପର୍କ ପରିଚାଳନା, କାର୍ଯ୍ୟକଳାପକୁ ସମନ୍ୱୟ କରିବା, ସରକାରୀ, କର୍ପୋରେଟ୍ ଏବଂ ଅଣ-ସରକାରୀ ସଂସ୍ଥାଗୁଡ଼ିକରେ ଉତ୍କୃଷ୍ଟ ସେବା ପ୍ରଦାନ କରି ଆସୁଛନ୍ତି I ସେ ଇତିହାସରେ ସ୍ନାତ୍ତକୋତ୍ତର ଏବଂ ବ୍ୟବସାୟ ପ୍ରଶାସନରେ ମାଷ୍ଟର୍ସ କରିଛନ୍ତି ।
ବିଶେଷଜ୍ଞତା ଥିବା କ୍ଷେତ୍ରଗୁଡ଼ିକ :
- ବ୍ୟବସାୟିକ ଯୋଜନା
- ବ୍ୟବସାୟ ବିକାଶ
- ଚୁକ୍ତିପୂର୍ବ ଆଲୋଚନା ଦକ୍ଷତା
- ସମସ୍ତ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା
- ବ୍ୟବସାୟ ନେଟ୍ୱାର୍କ୍ ବିକାଶ ଏବଂ ପରିଚାଳନା
- ରଣନୈତିକ ଆର୍ଥିକ ଯୋଜନା
- ବ୍ୟବସାୟିକ ସମ୍ପର୍କ ପରିଚାଳନା
- ସହଯୋଗ ଏବଂ ସମନ୍ୱୟ ଦକ୍ଷତା
- କାର୍ଯ୍ୟକ୍ରମ ପରିଚାଳନାt
- ସୁବିଧା ପରିଚାଳନା
- ସେଣ୍ଟର୍ ପରିଚାଳନା
- ଗଣମାଧ୍ୟମ ପରିଚାଳନା
- କର୍ପୋରେଟ୍ ବ୍ରାଣ୍ଡିଙ୍ଗ୍
ତାଲିମ୍ ଏବଂ ସାର୍ଟିଫିକେସନ୍ :
- ସେ ଏଜେନ୍ସି ସୁପରଭାଇଜର ସର୍ଟିଫାଇଙ୍ଗ୍ ଅଥରିଟି-SIFY ରେ ନାମ ପଞ୍ଜୀକରଣ କରିସାରିଛନ୍ତି
- ଭାରତୀ କନ୍ସଲ୍ଟାନ୍ସି ଦ୍ୱାରା ପରିଚାଳିତ ପିଏମ୍ପି ତାଲିମ ସମାପ୍ତ କରିଛନ୍ତି I