ଓକେସିଏଲ୍ ଏହାର ବାର୍ଷିକ ସଫଳତା, ପ୍ରଗତି ଏବଂ ଆର୍ଥିକ ସ୍ଥିତିର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରେ I ଏହା ତଥ୍ୟଭିତ୍ତିକ ଶିକ୍ଷା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସଶକ୍ତିକରଣ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଏ I