ସଚ୍ଚିକାନ୍ତ ରାଉତ

Person Image

ସଚ୍ଚିକାନ୍ତ ରାଉତ

ପ୍ରୋଗ୍ରାମ ମ୍ୟାନେଜର


ସଚ୍ଚିକାନ୍ତ ରାଉତ ଇଞ୍ଜିନିୟରିଂ ଡିଗ୍ରୀ ଇଲେକ୍ଟ୍ରୋନିକ୍ସ ଏବଂ ଇନ୍᠎᠎᠎ଷ୍ଟ୍ରୁମେଣ୍ଟେସନ୍ (B.Tech) ରେ ସବିଶେଷ ଜ୍ଞାନ ସମାପ୍ତ କରିଛନ୍ତି ଏବଂ ଏମ୍᠎᠎ବିଏ ରେ ବୃତ୍ତିଗତ ଡିଗ୍ରୀ ମଧ୍ୟ ଏଚ୍ଆର୍᠎᠎ ଏବଂ ମାର୍କେଟିଂ ସହିତ ସମାପ୍ତ କରିଛନ୍ତି ।

ସେ PMP® ସାର୍ଟିଫାଏଡ୍, ଜଣେ ସାର୍ଟିଫାଏଡ୍ ସ୍କ୍ରମ୍ ପ୍ରଡକ୍ଟ ଓନର® (CSPO®) ଏବଂ ଜଣେ ଏଜାଇଲ୍ ଉତ୍ସାହୀ ଯିଏ ଏଜାଇଲ୍ ସମାରୋହ, ଆବଶ୍ୟକତା ନିର୍ଦ୍ଧାରଣ, ନିର୍ଦ୍ଦିଷ୍ଟତା ସୃଷ୍ଟି କରିବା ଏବଂ ରୋଡ୍᠎᠎ମ୍ୟାପ୍ ସ୍ଥାପନ କରିବାରେ ଭଲ ଭାବରେ ପାରଙ୍ଗମ ।᠎᠎᠎

ସେ ୨୦୧୫ ମସିହାରେ ଓକେସିଏଲ୍᠎᠎ରେ ବିଭିନ୍ନ ବ୍ୟବସାୟ ପରିଚାଳନା କାର୍ଯ୍ୟ ସହିତ ନିଜର ବୃତ୍ତି ଆରମ୍ଭ କରିଥିଲେ, ଏବଂ ବ୍ୟବସାୟ ବିକାଶ ତଥା କମ୍ପାନୀର ସୂଚନା ପ୍ରଯୁକ୍ତିବିଦ୍ୟା ସାକ୍ଷରତା ମିଶନକୁ ପ୍ରୋତ୍ସାହିତ କରିବା ପାଇଁ କେତେକ ଜିଲ୍ଲାର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ସ୍ମାର୍ଟ୍᠎᠎ ଲ୍ୟାବ୍/ସ୍ମାର୍ଟ୍᠎᠎ କ୍ଲାସ୍ ᠎᠎ସ୍କୁଲ୍᠎᠎ ପ୍ରକଳ୍ପ ଅଧୀନରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଏବଂ ସମ୍ପାଦନ କରନ୍ତି ।

ସେ ବର୍ତ୍ତମାନ ଓକେସିଏଲ୍᠎᠎ରେ ଏକ ନୂତନ ବ୍ୟବସାୟିକ ଶାଖା ପ୍ରତିଷ୍ଠା କରିବା ପାଇଁ ଶିକ୍ଷା ଏବଂ କ୍ୟାରିୟର ବିକାଶ କାର୍ଯ୍ୟକ୍ରମର ବିଭିନ୍ନ ଇ-କଣ୍ଟେଣ୍ଟ୍ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି।

ସେ ସର୍ବଦା ବିଭିନ୍ନ ପୁସ୍ତକ ପଢ଼ିବା ଏବଂ ଅନଲାଇନ୍ ପାଠ୍ୟକ୍ରମରୁ ବହୁ ଜ୍ଞାନ ହାସଲ କରନ୍ତି I ନିଜ କ୍ଷେତ୍ର ଏବଂ ବୃତ୍ତିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ନିଜକୁ ଅପଡେଟ୍ ରଖନ୍ତି ।