Banner Image

ସଂଶୋଧନ ପତ୍ର ୧ - କଣ୍ଟେଣ୍ଟ୍ ବିକାଶ ସଂଗଠନ (ସିଡିଓ) ଭାବରେ ଏଜେନ୍ସିର ଚୟନ ଏବଂ ନେଟ୍᠎᠎᠎ୱାର୍କ୍ ସହଭାଗୀମାନଙ୍କୁ (ବିଏସ୍᠎᠎ଏ) ସମର୍ଥନ କରିବା I

୧. ପୂର୍ବ-ବିଡ୍ ପ୍ରଶ୍ନଗୁଡ଼ିକ ପାଇବା ସହିତ ପ୍ରତିଟି ପ୍ରଶ୍ନର ଉତ୍ତର ବ୍ୟକ୍ତିଗତ ଭାବେ ଇମେଲ୍ କରାଯାଇଛି ।
୨. ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ୧୬ ଡିସେମ୍ବର ୨୦୨୪ କୁ ବୃଦ୍ଧି କରାଯାଇଛି I ଆଗ୍ରହୀ ବିଡର୍𝅸𝅸𝅸ମାନେ ଓକେସିଏଲ୍ କାର୍ଯ୍ୟାଳୟରେ ୧୬ ଡିସେମ୍ବର ୨୦୨୪ ର ୫. ୦୦ PM ସୁଦ୍ଧା ସ୍ପିଡ୍ ପୋଷ୍ଟ / ପଞ୍ଜୀକୃତ ପୋଷ୍ଟ / କୋରିୟର୍ / ନିଜେ ଆସି ମଧ୍ୟ ସେମାନଙ୍କର ପ୍ରସ୍ତାବ ଦାଖଲ କରିପାରିବେ I
୩. ପାଇଥିବା ବିଡ୍𝅸𝅸𝅸ଗୁଡ଼ିକ ୧୭ ଡିସେମ୍ବର ୨୦୨୪ ରେ ପୂର୍ବାହ୍ନ ୧୧. ୦୦ ଟା ରେ ଓକେସିଏଲ୍𝅸𝅸𝅸ର କାର୍ଯ୍ୟାଳୟ, ଭୁବନେଶ୍ୱରରେ ଖୋଲାଯିବ I
୪. ପଏଣ୍ଟ୍ ନମ୍ବର ୫ - କଣ୍ଟେଣ୍ଟ୍ ବିକାଶ ସଂଗଠନ (ସିଡିଓ ) ପାଇଁ ଯୋଗ୍ୟତା ମାନଦଣ୍ଡ - ଅତିକମ୍᠎᠎ରେ ୨୦ ଜଣ ବିଶେଷଜ୍ଞଙ୍କ ଆବଶ୍ୟକତାକୁ ପରିବର୍ତ୍ତନ କରାଯାଇ ୧୦ ଜଣ ବିଶେଷଜ୍ଞଙ୍କ କରାଯାଇଛି I
୫. ପଏଣ୍ଟ୍ ନମ୍ବର ୫ - ବ୍ୟବସାୟ ସହାୟକ ଏଜେନ୍ସି (ବିଏସ୍᠎᠎᠎ଏ) ପାଇଁ ଯୋଗ୍ୟତା ମାନଦଣ୍ଡ - ଅତିକମ୍᠎᠎ରେ ୨୦ ଜଣ ବିଶେଷଜ୍ଞଙ୍କ ଆବଶ୍ୟକତା ସମାନ ରହିଛି କୌଣସି ପରିବର୍ତ୍ତନ ହୋଇନାହିଁ I

PDF Icon

ସଂଶୋଧନ ପତ୍ର ୧ - କଣ୍ଟେଣ୍ଟ୍ ବିକାଶ ସଂଗଠନ (ସିଡିଓ) ଭାବରେ ଏଜେନ୍ସିର ଚୟନ ଏବଂ ନେଟ୍᠎᠎᠎ୱାର୍କ୍ ସହଭାଗୀମାନଙ୍କୁ (ବିଏସ୍᠎᠎ଏ) ସମର୍ଥନ କରିବା I

ଡାଉନ୍᠎᠎᠎ଲୋଡ୍ ପାଇଁ କ୍ଲିକ୍ କରନ୍ତୁ