🔍

Media Coverage

Digital Media Coverage

ଶିକ୍ଷା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ ଓକେସିଏଲ: ଗୁରୁ ଦିବସରେ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ଆରମ୍ଭ

ଓଡିଶାରେ ଡିଜିଟାଲ୍ ଶିକ୍ଷାକୁ ଆଗେଇ ନେବା ପାଇଁ ନୂତନ କେନ୍ଦ୍ର ନିବନ୍ଧନ ପ୍ରକ୍ରିୟା ୨୦୨୬(NCR 2026) କୁ ଶିକ୍ଷକ ଦିବସରେ OKCL ଆରମ୍ଭ କରିଛି। ଏହା ମାଧ୍ୟମରେ 1000ଟି ନୂତନ କେନ୍ଦ୍ର ଖୋଲାଯିବା ସହିତ ଶିକ୍ଷା-ଉଦ୍ୟମୀମାନଙ୍କୁ ସଶକ୍ତ କରିବା, କୌଶଳ ଭିତ୍ତିକ ଶିକ୍ଷା ଏବଂ ଡିଜିଟାଲ୍ ସାକ୍ଷରତାକୁ ପ୍ରଚାର କରାଯିବ।

Electronic Media Coverage

NCR 2026 Launching Event - OKCL

Watch the official launching event of NCR 2026 initiative by OKCL, marking a significant milestone in expanding digital education network across Odisha.